ଶବ୍ଦାର୍ଥ:

ଖଉରିଆ
ଉଚ୍ଚାରଣ: Khauriā

ଦେ. ବିଣ. (ସଂ. ରୁକ୍ଷ, ବର୍ଣ୍ଣବିପର୍ୟ୍ୟୟ) —

ନୁଖୁରା; ରୁକ୍ଷ; ତୈଳବିହୀନ — Looking scabby; not having been anointed with oil; scabrous.