ଶବ୍ଦାର୍ଥ:

ଖଇ ଚଲାଇବା
ଉଚ୍ଚାରଣ: Khai chalāibā
খইচালনা

ଦେ. କ୍ରି. —

ଚାଲୁଣିକୁ ହଲାଇ ଭଜା ଧାନରୁ ଧାନଚୋପା ବା ତୁଷ ଅଲଗା କରିବା —To sift the husks of fried paddy by means of a sieve.