ଶବ୍ଦାର୍ଥ:

ଖଇରି ଖପରା ବଇରିବା
ଉଚ୍ଚାରଣ: Khairi khaparā bairibā

ଦେ. ବି —

ଅତି ଗରିବ ଅବସ୍ଥା; ସର୍ବନାଶ ଅବସ୍ଥା; ଅଇରି ଖପରା ବଇରିବା — A destitute condition.

ଦେ. ବିଣ —

ୟାହା ଘରେ ବାସି ଓଳିକୁ ଦାନା ନଥାଏ; ୟାହା ଘରେ ଖଣ୍ଡେ ଖପରା (ଭୋଜନ ପାତ୍ର) ସୁଦ୍ଧା ନ ଥାଏ; ଅତି ଗରିବ — (a person) Who has got nothing (not even a broken earthen pot) in his house; very poor.