ଶବ୍ଦାର୍ଥ:

ଖଇରି
ଉଚ୍ଚାରଣ: Khairi

ଦେ. ବି —

ଗଡ଼ଜାତୀୟ ବର୍ଷାଯୁଃ ଶାକବିଶେଷ — A kind of kitchen herb; Papulia Stropurpurea.

[ଦ୍ର—ଏହାର ପତ୍ର ଅଭିମୁଖୀ, ସବୃନ୍ତ ଓ ଆଣ୍ଡାକାର; ଶାଖା ତ୍ରିଧା ବିଭକ୍ତ—ଯୋଗେଶଚନ୍ଦ୍ର]