ଶବ୍ଦାର୍ଥ:

ଖଇରାତ ବାହେଲ୍
ଉଚ୍ଚାରଣ: Khairāta bāhel

ବୈଦେ. ବି. (ଫା. ଖୈରାତ ବାହେଲ୍) —

ଯେଉଁ ଭୂମିକୁ ପୂର୍ବରୁ କୌଣସି ରାଜା ଖଇରାତ ବା ସହାବ୍ରତରେ ଖଞ୍ଜି ସନନ୍ଦ ଦେଇଥିବାରୁ ଇଂରାଜ— ସରକାର ତାହା ଉପରେ ଭୂ—ରାଜସ୍ବ ବସାଇ ନାହାନ୍ତି — Tenure originally granted for charitable

purposes by a grantor or Rājā and held revenue-free in perpetuity and confirmed as revenue free by the British Government.