ଶବ୍ଦାର୍ଥ:

ଖଇରାତି ମଠ
ଉଚ୍ଚାରଣ: Khairāti maṭha
খয়রাতিমঠ खैरातिमठ

ଦେ. ବି —

୧: ଯେଉଁ ମଠ ଖଇରାତି ସମ୍ପତ୍ତିର ଆୟରେ ପରିଚାଳିତ — ୧. A maṭha or religious institution which is conducted from the income of gift properties.

୨: ଯେଉଁ ମଠରେ ଅତିଥି ଅଭ୍ୟାଗତମାନଙ୍କୁ ଖଏରାତ୍ ଦିଆଯାଏ — ୨. A maṭha in which charitable gifts or alms are given away.