ଶବ୍ଦାର୍ଥ:

ଖଇରଖାଇ
ଉଚ୍ଚାରଣ: Khairakhāi

ଦେ. ବି. (ତୁଳ ଚୂନଖାଇ) —

ପାନଖିଆଳିମାନଙ୍କର ଖଇର ରଖିବାର ପାତ୍ର — A vessel for holding catechu.