ଶବ୍ଦାର୍ଥ:

ଖଇନ୍
ଉଚ୍ଚାରଣ: Khain

ପ୍ରାଦେ. (ସମ୍ବଲପୁର; ଗଡ଼ଜାତ) —

କଳରେ ୟାକିବା ସକାଶେ ବ୍ୟବହୃତ ଚୂନପତ୍ର; ଚୂନ ସଙ୍ଗେ ମଳା ଯାଇଥିବା ଧୂଆଁ ପତ୍ର — Bits of tobacco kneaded with quick- lime and used as a chewing gum.