ଶବ୍ଦାର୍ଥ:
ଖଇନ୍ — ଉଚ୍ଚାରଣ: Khain
ପ୍ରାଦେ. (ସମ୍ବଲପୁର; ଗଡ଼ଜାତ) —
କଳରେ ୟାକିବା ସକାଶେ ବ୍ୟବହୃତ ଚୂନପତ୍ର; ଚୂନ ସଙ୍ଗେ ମଳା ଯାଇଥିବା ଧୂଆଁ ପତ୍ର — Bits of tobacco kneaded with quick- lime and used as a chewing gum.