ଶବ୍ଦାର୍ଥ:
ଖଇଧାନ — ଉଚ୍ଚାରଣ: Khaidhāna খইয্রেন
ଦେ. ବି. —
ଲିଆଧାନ (ଦେଖ) Liādhāna (See)
[ଦ୍ର—କେତେ ପ୍ରକାର ଧାନରୁ ଭଲ ଖଇ ହୁଏ; ଓ କେତେ ଧାନରୁ ଭଲ ଖଇ ହୁଏ ନାହିଁ]