ଶବ୍ଦାର୍ଥ:
ଖଇତ୍ — ଉଚ୍ଚାରଣ: Khait
ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ଷତି; ତୁଳ. ନଦୀ ସ୍ଥାନରେ ନଇଦ; ରାତି ସ୍ଥାନରେ ରାଏତ୍) —
୧: କ୍ଷତି; ଲୋକ୍ସାନ୍ — ୧. Loss; damage.
୨: ଅନିଷ୍ଟ —୨. Mischief.