ଶବ୍ଦାର୍ଥ:

ଖଇତ୍
ଉଚ୍ଚାରଣ: Khait

ପ୍ରାଦେ. (ସମ୍ବଲପୁର) ବି. (ସଂ. କ୍ଷତି; ତୁଳ. ନଦୀ ସ୍ଥାନରେ ନଇଦ; ରାତି ସ୍ଥାନରେ ରାଏତ୍) —

୧: କ୍ଷତି; ଲୋକ୍ସାନ୍ — ୧. Loss; damage.

୨: ଅନିଷ୍ଟ —୨. Mischief.