ଶବ୍ଦାର୍ଥ:

ଖଇଞ୍ଚି
ଉଚ୍ଚାରଣ: Khain̄chi
মাছধরা খাঁচি खाँञ्चा

ଦେ. ବି. (ସଂ. କଞ୍ଚି= ବାଉଁଶର ସରୁ କାଠି; ତୁଳ. ହି. ଖପଚୀ— ବାଉଁଶ ପାତିଆ) —

୧: ବାଉଁଶ କାଠି ବା ଖଡ଼ିକାରେ ବୁଣା ହୋଇଥିବା ପିଞ୍ଜରାକୃତି ମାଛ ଧରିବାର ଯନ୍ତ୍ର— ବିଶେଷ —୧. Fishing contrivance or trap with a pocket or trap-door for catching fish in shallow flowing water.

[ଦ୍ର—ଏହାର ଗୋଟିଏ ମୁଣ୍ଡ ବୃତ୍ତାକାର, ଆଉ ଗୋଟିଏ ମୁଣ୍ଡ ଗୋଚ୍ଛା ହୋଇ ବନ୍ଧା ହୋଇ ଥାଏ ଏହାକୁ ସମାନ୍ୟ ପାଣି ବହି ୟାଉଥିବା ହିଡ଼ ମଝିରେ ବସାଇଲେ ଏହାର ଛିଦ୍ର ମଧ୍ୟ ଦେଇ ପାଣି ବହି ଯାଏ, ଅଥଚ ମାଛୟାକ ଏଥିରେ ଥିବା ଫାଶରେ ରହି ୟାଆନ୍ତି]

୨: ଖଇ ଚଲାଇବା ଚାଲୁଣି —୨. A sieve for sifting the husks from the fried paddy.