ଶବ୍ଦାର୍ଥ:
ଖଇଚୂନା — ଉଚ୍ଚାରଣ: Khaichūnā
ଦେ. ବି.—(ସଂ. ଖଦିକା+ଚୂର୍ଣ୍ଣ) —
ଖଇକୁ ଚକିରେ ପେଶି କରି କରା ଯାଇଥିବା ଚୂର୍ଣ୍ଣ — Pounded powder of fried paddy.
[ଦ୍ର—ଏହା ସତ୍ୟବାଦୀ ଶ୍ରୀ ଗୋପୀନାଥଙ୍କର ଗୋଟିଏ ଉପାଦେୟ ଭୋଗ]