ଶବ୍ଦାର୍ଥ:

ଖଇଚୂନା
ଉଚ୍ଚାରଣ: Khaichūnā

ଦେ. ବି.—(ସଂ. ଖଦିକା+ଚୂର୍ଣ୍ଣ) —

ଖଇକୁ ଚକିରେ ପେଶି କରି କରା ଯାଇଥିବା ଚୂର୍ଣ୍ଣ — Pounded powder of fried paddy.

[ଦ୍ର—ଏହା ସତ୍ୟବାଦୀ ଶ୍ରୀ ଗୋପୀନାଥଙ୍କର ଗୋଟିଏ ଉପାଦେୟ ଭୋଗ]