ଶବ୍ଦାର୍ଥ:

ଖଇଚା କରିବା
ଉଚ୍ଚାରଣ: Khaichā karibā
খেলাফকরা खोचाकरना

ଦେ. କ୍ରି —

୧: କାର୍ଯ୍ୟରେ ହେଳା କରିବା — ୧. To do a thing defectively or negligently.

୨: ଅସମ୍ପୂର୍ଣ୍ଣରୂପେ କାର୍ଯ୍ୟ କରିବା — ୨. To do a thing by halves.