ଶବ୍ଦାର୍ଥ:

ଖଇଚା
ଉଚ୍ଚାରଣ: Khaichā
খোলাফ खोचा; खिलाप

ବୈଦେ. ବି. (ଫା. ଖୈଚା; ଡୁଳ. ସଂ. ଖଚନ —Beams.)

୧: ସାମାନ୍ୟ ଦୋଷ ବା ତ୍ରୁଟି — ୧. Slight blemish or fault; defect.

୨: କାର୍ୟ୍ୟରେ ହେଳା — ୨. Neglect of duty or work.

ବିଣ. —

୧: ଦରପନ୍ତରିଆ; ଆଧାପନ୍ତରିଆ; ଅସମ୍ପୂର୍ଣ୍ଣ — ୧. Half done; incomplete.

୨: ତ୍ରୁଟିଯୁକ୍ତ —୨. Faulty; defective.