ଶବ୍ଦାର୍ଥ:

ଖଇଚଲା
ଉଚ୍ଚାରଣ: Khaichalā
খইচালনা खइचाला

ଦେ. ବି. —

ଭଜା ହୋଇଥିବା ଧାନରୁ ତଳେ ଧାନଚୋପା ଗଳି ପଡ଼ିବ, ଅଥଚ ଖଇ (ବଡ଼ ଆକାରର ଥିବାରୁ ଓ ଖଇଚଡ଼ା ଗଳି ପଡ଼ିବଲ ନାହିଁ, ଏହିପରି ଭାବରେ ଖଡ଼ିକା ବା ବାଉଁଶକାଠିରେ ବୁଣା ହୋଇଥିବା ଖଇ ଚଲାଇବାର ଚାଲୁଣି; ଟୁଙ୍ଗା —A sieve with long narrow openings for sifting the husks froms fried paddy.