ଶବ୍ଦାର୍ଥ:

ଖଇଙ୍ଗା
ଉଚ୍ଚାରଣ: Khaiṅgā

ଦେ. ବି —

ଏକଜାତୀୟ ବଡ଼ ସାମୁଦ୍ରିକ ଜାତି ମାଛ (ପୁରୀଜିଲ୍ଲାରେ ଓ ଚିଲିକାରେ ମିଳେ) — A species of edible sea-fish.