ଶବ୍ଦାର୍ଥ:

ଖଇଉଖୁଡ଼ା
ଉଚ୍ଚାରଣ: Khaiukhuṟḍ̠ā
খইমুড়কি

ଦେ. ବି —

ଉଖୁଡ଼ାମିଶା ଖଇ — Parched paddy mixed with sweetened parched paddy.

[ଦ୍ର—ଉଖୁଡ଼ା ଖାଇବାକୁ ମିଠା ଲାଗେ ବୋଲି ତହିଁ ସଙ୍ଗେ, ମୁଢ଼ି, ଚୁଡ଼ାଭଜା, ଚୂଡ଼ା ଓ ଖଇ ମିଶାଇ ଲୋକେ ଜଳଖିଆ କରନ୍ତି]