ଶବ୍ଦାର୍ଥ:

ଖଁ ଖଁ କାଶ
ଉଚ୍ଚାରଣ: Khañ khañ kāṡa
খকখূকানি घाँ घाँ

ଦେ. ବି —

ଅଳ୍ପ ଅଳ୍ପ କାଶ—(ଏ କାଶ ସହଜରେ ଛାଡ଼େ ନାହିଁ) — Slight and continuous coughing.

(ଯଥା—ଖଁ ଖଁ କାଶ, ଖରି ନିଶ୍ବାସ, ସଖି ଗୋ ମନ୍ଦ ଏ—ଢଗ)