ଶବ୍ଦାର୍ଥ:
ଖଁ ଖଁ କାଶ — ଉଚ୍ଚାରଣ: Khañ khañ kāṡa খকখূকানি घाँ घाँ
ଦେ. ବି —
ଅଳ୍ପ ଅଳ୍ପ କାଶ—(ଏ କାଶ ସହଜରେ ଛାଡ଼େ ନାହିଁ) — Slight and continuous coughing.
(ଯଥା—ଖଁ ଖଁ କାଶ, ଖରି ନିଶ୍ବାସ, ସଖି ଗୋ ମନ୍ଦ ଏ—ଢଗ)