ଶବ୍ଦାର୍ଥ:

ଖଁ ଖଁ
ଉଚ୍ଚାରଣ: Khañ khañ
খক, খকখক खरखर

ଦେ. (ଧ୍ଵନ୍ୟନୁକରଣ) ଅ—(ତୁଳ. ସଂ. ଖକ୍ଖ ଧାତୁ=ହସିବା) —

ମୃଦୁ କାଶଜନିତ କଣ୍ଠ ଧ୍ଵନି — Contnuous sound of coughing.

[ଦ୍ର—ଉପର୍ୟ୍ଯୁପରି କାଶିବା ଓ ଖେଙ୍କିବା ବିଷୟକୁ ଲକ୍ଷ କରି ଅନୁକରଣ ଅବ୍ୟୟ ରୂପେ ଖଁ ଖଁ, ଖଁ ଖାଁ, ଖିଁ ଖିଁ, ଖେଁ ଖେଁ, ଖୋଁ ଖୋଁ, ଖେଁ ଖାଁ, ଖୁଁ ଖାଁ, ଖୋଁ ଖାଁ ପ୍ରଭୃତି ଶବ୍ଦମାନ ବ୍ୟବହୃତ ହୁଏ; ଖଁ ଖଁ ଶବ୍ଦ ଖୁଁ ଖୁଁ ଅପେକ୍ଷା ଉଚ୍ଚତର]