ଶବ୍ଦାର୍ଥ:

ଖଁଡ଼ି
ଉଚ୍ଚାରଣ: Khañḍi

ପ୍ରାଦେ. (ସମ୍ବଲପୁର) ବି —

୧: ନଦୀ ଆଦିର କୂଳ — ୧. Bank of river.

୨: ଗଭୀର ଗର୍ତ୍ତର ଫନ୍ଦ — ୨. The edge of a deep pit.