ଶବ୍ଦାର୍ଥ:
କ୍ଷୟିତ — ଉଚ୍ଚାରଣ: Kshayita
ସଂ. ବିଣ (କ୍ଷୟ+ଯୁକ୍ତାର୍ଥ. ଇତ) —
୧: କ୍ଷୀଣତାପ୍ରାପ୍ତ —୧. Worne out; weakened.
୨: ହ୍ରାସପ୍ରାପ୍ତ —୨. Diminished.
୩: ବିନାଶପ୍ରାପ୍ତ —୩. Destroyed.