ଶବ୍ଦାର୍ଥ:
କ୍ଷୟକାସୀ — ଉଚ୍ଚାରଣ: Kshayakāsī (କ୍ଷୟକାସିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କ୍ଷୟକାସ+ଅଛି ଅର୍ଥରେ ଇନ୍; ୧: ମା. ୧: ବ.)
ୟକ୍ଷ୍ମାରୋଗୀ —Suffering from consumptive cough.