ଶବ୍ଦାର୍ଥ:
କ୍ଷୟକାରୀ — ଉଚ୍ଚାରଣ: Kshayakārī (କ୍ଷୟକାରିଣୀ—ସ୍ତ୍ରୀ)
ସଂ. ବିଣ. ପୁଂ (କ୍ଷୟ+କୃ ଧାତୁ+କର୍ତ୍ତୃ. ଇନ୍ ୧: ମା. ୧: ବ) —
ବିନାଶକ —Causing decline; destroying.