ଶବ୍ଦାର୍ଥ:
କ୍ଷୁଦ୍ରାଶୟ — ଉଚ୍ଚାରଣ: Kshudrāṡaya (କ୍ଷୁଦ୍ରାଶୟା—ସ୍ତ୍ରୀ)
ସଂ. ବିଣ. ପୁଂ—(ବହୁବ୍ରୀହି; କ୍ଷୁଦ୍ର+ଆଶ୍ରୟ) —
ନୀଚମନା; ସଂକୀର୍ଣ୍ଣମନା; ନୀଚପ୍ରକୃତିକ —Low-minded; narrow-minded; mean.