ଶବ୍ଦାର୍ଥ:

କ୍ଷୀରହିଣ୍ଡୀର
ଉଚ୍ଚାରଣ: Kshīrahiṇḍīra

ସଂ. ବି (୬: ଷ୍ଠୀ ତତ୍; କ୍ଷୀର+ହିଣ୍ଡୀର) —

ଦୁଧର ଫେଣ — Foam of milk.