ଶବ୍ଦାର୍ଥ:

କ୍ଷୀରସାଗରକନ୍ୟକା
ଉଚ୍ଚାରଣ: Kshīrasāgarakanyakā

ସଂ. ବି. ସ୍ତ୍ରୀ (୬: ଷ୍ଠୀ ତତ୍; କ୍ଷୀରସାଗର+ କନ୍ୟକା) —

ଲକ୍ଷ୍ମୀ — Goddess Lakshmī