କ୍ଷୀରବୃକ୍ଷ
କ୍ଷୀରବୃକ୍ଷ —
ଉଚ୍ଚାରଣ: Kshīrabṛuksha
ସଂ. ବି. (ମ. ପ. ଲୋ; କ୍ଷୀରସ୍ରାବୀ ବୃକ୍ଷ) —
୧: ବରଗଛ — ୧. Banian tree.
୨: ଉଦୁମ୍ବର (ଦେଖ) ୨. Udumbara (See)
୩: ଅଶ୍ବତ —୩. Ficus Religosa (tree).
୪: ମହୁଲ ଗଛ (ଦେଖ) ୪. Mahula (tree) (See)
୫: କ୍ଷିରକୋଳି ୧: (ଦେଖ) ୫. Kshirakoḻi ୧ (See)