ଶବ୍ଦାର୍ଥ:

କ୍ଷୀରନିଧି
ଉଚ୍ଚାରଣ: Kshīranidhi

ସଂ. ବି. (୬: ଷ୍ଠୀ ତତ୍; କ୍ଷୀର+ନିଧି) —

୧: ସମୁଦ୍ର —୧. The sea.

୨: କ୍ଷୀରାବ୍ଧି; କ୍ଷୀରସାଗର — ୨. The mythological ocean of milk.