ଶବ୍ଦାର୍ଥ:

କ୍ଷୀରଜ
ଉଚ୍ଚାରଣ: Kshīraja

ସଂ. ବି. (କ୍ଷୀର+ଜନ ଧାତୁ+କର୍ତ୍ତୃ. ଅ) —

୧: ବସାଦହି — ୧. Coagulated or curdled milk.

୨: (କ୍ଷୀର ସାଗରରୁ ବାହାରି ଥିବାରୁ) ଚନ୍ଦ୍ର — ୨. The moon.

୩: ଶଙ୍ଖ —୩. Conch.

ସଂ. ବିଣ —

ଦୁଗ୍ଧରୁ ଉତ୍ପନ୍ନ —Produced from milk.