ଶବ୍ଦାର୍ଥ:
କ୍ଷୀରଜ — ଉଚ୍ଚାରଣ: Kshīraja
ସଂ. ବି. (କ୍ଷୀର+ଜନ ଧାତୁ+କର୍ତ୍ତୃ. ଅ) —
୧: ବସାଦହି — ୧. Coagulated or curdled milk.
୨: (କ୍ଷୀର ସାଗରରୁ ବାହାରି ଥିବାରୁ) ଚନ୍ଦ୍ର — ୨. The moon.
୩: ଶଙ୍ଖ —୩. Conch.
ସଂ. ବିଣ —
ଦୁଗ୍ଧରୁ ଉତ୍ପନ୍ନ —Produced from milk.