ଶବ୍ଦାର୍ଥ:

କ୍ଷୀରକଣ୍ଠ
ଉଚ୍ଚାରଣ: Kshīrakaṇṭha

ସଂ. ବି. (ବହୁବ୍ରୀହି; କ୍ଷୀର+କଣ୍ଠ) —

ସ୍ତନ୍ୟପାୟୀ ଶିଶୁ; ଦୁଗ୍ଧପୋଷ୍ୟ ବା ସ୍ତନନ୍ଧୟ ଶିଶୁ — A child not yet weaned; a child still living on the mother's milk.

ବୋଲେ କ୍ଷୀରକଣ୍ଠ ମାରି କେଉଁ ୟଶ ଭଞ୍ଜ, ବୈଦେହୀଶବିଳାସ