ଶବ୍ଦାର୍ଥ:

କ୍ଷୀର
ଉଚ୍ଚାରଣ: Kshīra
ক্ষীর खोर

ସଂ. ବି. (ଘସ୍=ଭୋଜନ କରିବା+କର୍ମ. ଇର. ନିପାତନ; କିମ୍ବା କ୍ଷି ଧାତୁ=କ୍ଷୟ ପାଇବା+କର୍ତ୍ତୃ. ଇର) —

୧: ଦୁଗ୍ଧ; ଦୁଧ —୧. Milk.

୨: ଜଳ —୨. Water.

୩: ନିର୍ୟ୍ୟାସ; ଗଛର ରସ; ବୃକ୍ଷାଦିର ଦୁଗ୍ଧବତ ନିର୍ୟ୍ୟାସ — ୩. Juice; gum from trees.

୪: ସରଳ ବୃକ୍ଷର ନିର୍ୟ୍ୟାସ; ଝୁଣା — ୪. Resin.

ଦେ. ବି —

ଆଉଟା ହୋଇ ଗାଢ଼ କରାଯାଇଥିବା ଦୁଧ; ରାବିଡ଼ି — Condensed and sweetened milk.