କ୍ଷୀୟମାଣ

(କ୍ଷୀଯମାଣରୁ ଲେଉଟି ଆସିଛି)

ଶବ୍ଦାର୍ଥ:

କ୍ଷୀୟମାଣ
ଉଚ୍ଚାରଣ: Kshīyamāṇa

ସଂ. ବିଣ. (କ୍ଷି ଧାତୁ+କର୍ତ୍ତୃ. ଶାନଚ୍) —

୧: କ୍ଷୟ ପାଉଥିବା — ୧. In a decaying condition.

୨: ହ୍ରାସ ପାଉଥିବା —୨. On the wane.

୩: ଜୀର୍ଣ୍ଣ ହେଉଥିବା — ୩. Wasting away.