ଶବ୍ଦାର୍ଥ:
କ୍ଷୀଣମଝା — ଉଚ୍ଚାରଣ: Kshīṇamajhā
ଦେ. ବିଣ. ପୁଂ ଓ ସ୍ତ୍ରୀ. (ସଂ. କ୍ଷୀଣମଧ୍ୟା) —
କ୍ଷୀଣକଟି (ଦେଖ) Kshīṇakaṭi (See)
ତନୁ ନିନ୍ଦଇ ନବୀନ ଦୂର୍ବାଦଳ କ୍ଷୀଣମଝା ସୁବିପୁଳ କକ୍ଷସ୍ଥଳ ସୁନ୍ଦରୀ ନାସିକା ନିନ୍ଦେ ତିଳପୁଲ ବିଶ୍ବନାଥ. ବିଚିତ୍ରରାମାୟଣ