ଶବ୍ଦାର୍ଥ:
କ୍ଷୀଣବାସୀ — ଉଚ୍ଚାରଣ: Kshīṇabāsī (କ୍ଷୀଣବାସିନୀ—ସ୍ତ୍ରୀ)
ସଂ. ବିଣ. ପୁଂ. (କ୍ଷୀଣ+ବାସ+ଇନ୍; ୧: ମା. ୧: ବ.) —
ଜୀର୍ଣ୍ଣ ଘରେ ବାସ କରୁଥିବା — Living in a dilapidated house.
ବି —
କପୋତ; ପାରାବତ —Dove; pigeon.