ଶବ୍ଦାର୍ଥ:
କ୍ଷୀଣବଳ — ଉଚ୍ଚାରଣ: Kshīṇabaḻa (କ୍ଷୀଣବଳା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ବଳ) —
ଯେଉଁ ମନୁଷ୍ୟର ବଳ କମି ଯାଇଅଛି — ୧. Weakened in strength.
୨: ଯେଉଁ ରୋଗର ଉଗ୍ରତା କମି ଯାଇଅଛି — ୨. Subsided (disease)