ଶବ୍ଦାର୍ଥ:

କ୍ଷୀଣବଳ
ଉଚ୍ଚାରଣ: Kshīṇabaḻa
(କ୍ଷୀଣବଳା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ବଳ) —

ଯେଉଁ ମନୁଷ୍ୟର ବଳ କମି ଯାଇଅଛି — ୧. Weakened in strength.

୨: ଯେଉଁ ରୋଗର ଉଗ୍ରତା କମି ଯାଇଅଛି — ୨. Subsided (disease)