ଶବ୍ଦାର୍ଥ:

କ୍ଷୀଣପାପ
ଉଚ୍ଚାରଣ: Kshīṇapāpa
(କ୍ଷୀଣପାପା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କ୍ଷୀଣ+ପାପ) —

ଯେଉଁ ବ୍ତକ୍ତି ପାପର ଫଳଭୋଗକରି ସାରିବା ଯୋଗୁ ତାହାର ପାପ କ୍ଷୟ ପାଇଯାଏ —One who is purified after having undergone the punishment or consequence of his sins.