କ୍ଷିରିଖେଚାଡ଼ି
କ୍ଷିରିଖେଚାଡ଼ି —
ଉଚ୍ଚାରଣ: Kshirikhechāṟḍ̠i
ଦେ. ବି. (ସହଚର; ସଂ. କ୍ଷୀର+କୃଶରା) —
ଖିରି ଓ ଖେଚେଡ଼ି —Milk-gruel and spiced yellow rice offered to Deities and guests.
[ଦ୍ର—ଦେବତାଙ୍କଠାରେ ଦୁଧରେ ଚାଉଳ ମିଶାଇ କ୍ଷିରି ଓ ଚାଉଳ ଓ ମୁଗରେ ହଳଦୀ, ଘିଅ, ନଡ଼ିଆ, ମସଲା ଓ କିସମିସ୍ ଦେଇ ସିଝାଇ ଖେଚେଡ଼ି ତିଆରି ହୋଇ ଭୋଗ ଲାଗେ ]