ଶବ୍ଦାର୍ଥ:

କ୍ଷିରା
ଉଚ୍ଚାରଣ: Kshirā

ପ୍ରାଦେ. (ସମ୍ବଲପୁର) ବି. (ତୁଳ. ହି. କ୍ଷିରା; ସଂ. କ୍ଷୀରିକା) —

ଖିରା; କାକୁଡ଼ି —Cucumber.