ଶବ୍ଦାର୍ଥ:

କ୍ଷିର
ଉଚ୍ଚାରଣ: Kshira

ଦେ. ବି. (ସଂ. କ୍ଷୀର) —

୧: ଦୁଧ; ଦୁଗ୍ଧ —୧. Milk.

୨: ସ୍ତନ୍ୟ —୨. Mother's milk.

୩: ଆଉଟା ହୋଇ ଗାଢ଼ା ହୋଇ ଥିବା ଦୁଗ୍ଧ — ୩. Thickened milk; condensed milk.

୪: ଗଛର ରସ ବା ନିର୍ୟ୍ୟାସ — ୪. Juice from. trees.

୫: ଏକ ଜାତୀୟ ବନ୍ୟ ଗଛ —୫. A kind of timber-tree growing in the jungles.