କ୍ଷିର
କ୍ଷିର —
ଉଚ୍ଚାରଣ: Kshira
ଦେ. ବି. (ସଂ. କ୍ଷୀର) —
୧: ଦୁଧ; ଦୁଗ୍ଧ —୧. Milk.
୨: ସ୍ତନ୍ୟ —୨. Mother's milk.
୩: ଆଉଟା ହୋଇ ଗାଢ଼ା ହୋଇ ଥିବା ଦୁଗ୍ଧ — ୩. Thickened milk; condensed milk.
୪: ଗଛର ରସ ବା ନିର୍ୟ୍ୟାସ — ୪. Juice from. trees.
୫: ଏକ ଜାତୀୟ ବନ୍ୟ ଗଛ —୫. A kind of timber-tree growing in the jungles.