ଶବ୍ଦାର୍ଥ:
କ୍ଷିୟା — ଉଚ୍ଚାରଣ: Kshiyā
ସଂ. ବି. (କ୍ଷି ଧାତୁ+ଭାବ. ଅ+ଆ) —
୧: ବିନାଶ — ୧. Destruction.
୨: ସଦାଚାରବିରୁଦ୍ଧ କର୍ମ; ବେଆଦବୀ — ୨. Impropriety of behaviour; offence against established customs or etiquette.