ଶବ୍ଦାର୍ଥ:

କ୍ଷିପ୍ରକାରିତା
ଉଚ୍ଚାରଣ: Kshiprakāritā

ସଂ. ବି. (କ୍ଷିପ୍ତ+କୃ ଧାତୁ+ ଇନ୍+ତା) —

କୌଣସି କାର୍ଯ୍ୟ କରିବାରେ ଫୁର୍ତ୍ତିହାତ; ଲଘୁହସ୍ତତା; ଓସ୍ତାତି ହାତ — Promptness; nimbleness.