ଶବ୍ଦାର୍ଥ:

କ୍ଷିପ୍ତଦେହ
ଉଚ୍ଚାରଣ: Kshiptadeha
(କ୍ଷିପ୍ତଦେହା—ସ୍ତ୍ରୀ)

ସଂ. ବିଣ. ଫୁ . (ବହୁବ୍ରୀହି; କ୍ଷିପ୍ତ+ଦେହ) —

ଲମ୍ବ ହୋଇ ଶୋଇଥିବା — Lying prostrate; lying down.