କ୍ଷିପଣ୍ଯୁ
କ୍ଷିପଣ୍ଯୁ —
ଉଚ୍ଚାରଣ: Kshipaṇyu
ସଂ. ବିଣ. (କ୍ଷିପ ଧାତୁ+ କର୍ତ୍ତୃ. ଅଣ୍ଯୁ) —
୧: ମଧୁର ସୁବାସଯୁକ୍ତ — ୧. Sweet-smelling; fragrant.
୨: ଚାରି ଆଡ଼େ ବିଞ୍ଚୁ ଥିବା —୨. Diffusing.
ସଂ. ବି —
୧: ଦେହ —୧. The body.
୨: ବସନ୍ତ କାଳ —୨. The spring season.
୩: ସୁଗନ୍ଧ —୩. Fragrance; sweet smell.