ଶବ୍ଦାର୍ଥ:
କ୍ଷିତିବର୍ଦ୍ଧନ — ଉଚ୍ଚାରଣ: Kshitibarddhana
ସଂ. ବି. (ବହୁବ୍ରୀହି; କ୍ଷିତି+ବର୍ଦ୍ଧନ) —
ଶବ; ମୃତଦେହ Corpse; dead body.