ଶବ୍ଦାର୍ଥ:

କ୍ଷିତିପ
ଉଚ୍ଚାରଣ: Kshitipa

ସଂ. ବି. (କ୍ଷିତି+ପା ଧାତୁ+କର୍ତ୍ତୃ. ଅ) —

ରାଜା; ମହୀପତି — King; ruler of the earth.