ଶବ୍ଦାର୍ଥ:

କ୍ଷିତିଚକ୍ରବାଳ
ଉଚ୍ଚାରଣ: Kshitichakrabāḻa

ସଂ. ବି. (୬: ଷ୍ଠୀ ତତ୍; କ୍ଷିତି+ଚକ୍ରବାଳ) —

ଜଗତ; ଭୂମଣ୍ଡଳ —The earth.

କ୍ଷତିଚକ୍ରବାଳ ମହାଭୀତି ନିବାରଣ ହେ— କବିସୂର୍ଯ୍ୟ. କିଶୋରୀଚମ୍ପୂ. କ୍ଷ—ଗୀତ