କ୍ଷିତି
କ୍ଷିତି —
ଉଚ୍ଚାରଣ: Kshiti
ସଂ. ବି (କ୍ଷି ଧାତୁ=ବାସ କରିବା+ସଂଜ୍ଞାର୍ଥେ. ତି) —
୧: ପୃଥିବୀ —୧. The earth.
[ଦ୍ର—ଏହି ସୃଷ୍ଟିର ଉପାଦାନ ପଞ୍ଚମହାଭୂତରୁ ଏକତମ]
୨: ଭୂମି —୨. Land.
କ୍ଷିତିରେ ଆସ କ୍ଷିତିରେ ଆଶ ତୋତେ ଏ ଚାଟୁ ଭାଷେ—ଭଞ୍ଜ.ବୈଦେହୀଶ ବିଳାସ
୩: ଘର; ବାସସ୍ଥାନ — ୩. Residence; abode; house.
୫: ପ୍ରଳୟକାଳ — ୫. The time of destruction of the world; Dissolution of the creation.
୬: କ୍ଷୟ —୬. Decay; wane.
ଗ୍ରା. ବି (ସଂ. କ୍ଷତି) —
କ୍ଷତି; ଲୋକ୍ସାନ୍ — Loss; injury; damage.