ଶବ୍ଦାର୍ଥ:

କ୍ଷିତି
ଉଚ୍ଚାରଣ: Kshiti

ସଂ. ବି (କ୍ଷି ଧାତୁ=ବାସ କରିବା+ସଂଜ୍ଞାର୍ଥେ. ତି) —

୧: ପୃଥିବୀ —୧. The earth.

[ଦ୍ର—ଏହି ସୃଷ୍ଟିର ଉପାଦାନ ପଞ୍ଚମହାଭୂତରୁ ଏକତମ]

୨: ଭୂମି —୨. Land.

କ୍ଷିତିରେ ଆସ କ୍ଷିତିରେ ଆଶ ତୋତେ ଏ ଚାଟୁ ଭାଷେ—ଭଞ୍ଜ.ବୈଦେହୀଶ ବିଳାସ

୩: ଘର; ବାସସ୍ଥାନ — ୩. Residence; abode; house.

୫: ପ୍ରଳୟକାଳ — ୫. The time of destruction of the world; Dissolution of the creation.

୬: କ୍ଷୟ —୬. Decay; wane.

ଗ୍ରା. ବି (ସଂ. କ୍ଷତି) —

କ୍ଷତି; ଲୋକ୍ସାନ୍ — Loss; injury; damage.