ଶବ୍ଦାର୍ଥ:
କ୍ଷିତ — ଉଚ୍ଚାରଣ: Kshita (କ୍ଷିତା—ସ୍ତ୍ରୀ)
ସଂ. ବିଣ. ପୁଂ (କ୍ଷି ଧାତୁ+କର୍ମ. ତ) —
୧: କ୍ଷୟପ୍ରାପ୍ତ —୧. Decayed; diminished.
୨: ବିନଷ୍ଟ —୨. Destroyed.
୩: ଦୁର୍ବଳୀକୃତ —୩. Weakened.
୪: ଦୁଃଖୀ —୪. Poor; miserable.