ଶବ୍ଦାର୍ଥ:

କ୍ଷିତ
ଉଚ୍ଚାରଣ: Kshita
(କ୍ଷିତା—ସ୍ତ୍ରୀ)

ସଂ. ବିଣ. ପୁଂ (କ୍ଷି ଧାତୁ+କର୍ମ. ତ) —

୧: କ୍ଷୟପ୍ରାପ୍ତ —୧. Decayed; diminished.

୨: ବିନଷ୍ଟ —୨. Destroyed.

୩: ଦୁର୍ବଳୀକୃତ —୩. Weakened.

୪: ଦୁଃଖୀ —୪. Poor; miserable.