ଶବ୍ଦାର୍ଥ:

କ୍ଷିଣ୍ଣ
ଉଚ୍ଚାରଣ: Kshiṇṇa

ସଂ. ବିଣ. (କ୍ଷିଣ ଧାତୁ+କର୍ମ. ତ) —

ଆହତ — Hurt; injured.