କ୍ଷାଳିତ
କ୍ଷାଳିତ —
ଉଚ୍ଚାରଣ: Kshāḻita
ସଂ. ବିଣ (କ୍ଷଳ ଧାତୁ, ଣିଚ୍ କ୍ଷାଳି ଧାତୁ+କର୍ମ. ତ) —
୧: ଧୌତ — ୧. Throughly washed.
୨: ପରିଷ୍କୃତ —୨. Cleansed.
୩: ଶୋଧିତ —୩. Purified; refined.
୪: ପୋଛା ହୋଇଥିବା —୪. Wiped away.
୫: ଦୋଷରୁ ବା ଅପବାଦରୁ ମୁକ୍ତ —୫. Exculpated.